ପଞ୍ଚାଏତ ନାମା Pan̄chāeta nāmā

  • ଦେ. ବି. (ପଞ୍ଚାଏତ୍+ଫା. ନାମାହ୍) — ଯେଉଁ ଦଲିଲଦ୍ୱାରା ପକ୍ଷମାନେ କୌଣସି ବିବାଦ ନିଷ୍ପତ୍ତି ନିମିତ୍ତ ପଞ୍ଚାଏତ ମୁକରର କରନ୍ତି — A deed appointing a board of arbitrators