ପଞ୍ଚାଇବା Pan̄chāibā

  • ଦେ. କ୍ରି — (ପଞ୍ଚିବାର ଣିଜନ୍ତରୂପ) ଦୋଳିରେ ବସାଇ ହଲାଇବା — To rock as in a cradle
  • ଦେ. କ୍ରି — ଜାଲବୁଣା ସୂତାକୁ ବଳିବା — To prepare threads for nets by rolling
  • ଦେ. କ୍ରି — ଜାଲବୁଣା ସୂତାକୁ ବଳିବା ପାଇଁ ତାକୁଡ଼ିକୁ ଘୂରାଇବା — To roll a spindle in order to prepare threads for nets
  • ଦେ. କ୍ରି — ପାଞ୍ଚିବାର ଣିଜନ୍ତରୂପ — To cause to think or infer