ପଞ୍ଚସ୍ୱେଦ Pan̄chasweda

  • ସଂ. ବି — ହିନ୍ଦୁବୈଦ୍ୟଶାସ୍ତ୍ର ମତରେ ପାଞ୍ଚ ପ୍ରକାରର ସେକ (ଯଥା—ଲୋଷ୍ଟ୍ରସ୍ୱେଦ, ବାଲୁକା ସ୍ୱେଦ, ବାଷ୍ପ ସ୍ୱେଦ, ଘରସ୍ୱେଦ ଓ ଜ୍ୱାଳାସ୍ୱେଦ) — Five kinds of heating operations prescribd in the Hindu medical treatises