ପଞ୍ଚମୁଦ୍ରା Pan̄cha mudrā

  • ସଂ. ବି. (ଦ୍ୱିଗୁ; ପଞ୍ଚ+ମୁଦ୍ରା) — ତନ୍ତ୍ରୋକ୍ତ; ପାଞ୍ଚପ୍ରକାର ଅଙ୍ଗୁଳି— ବିନ୍ୟାସ——(ଯଥା—ଆବାହନୀ, ସଂସ୍ଥାପନୀ; ସନ୍ନିଧାପନୀ, ସମ୍ବୋଧନୀ ଓ ସମ୍ମୁଖୀକରଣୀ) — Five poses of the fingers or gestures exhibited during worship of a Deity