ପଞ୍ଚମା Pan̄chamā

  • ପ୍ରାଦେ. (ଗଞ୍ଜାମ) ବି. (ସଂ. ପଞ୍ଚମ; ହିନ୍ଦୁର ଚାରିବର୍ଣ୍ଣରୁ ବହିର୍ଭୂତ ଥିବାରୁ) — ନୀଚ ଅସ୍ପୃଶ୍ୟ ଚଣ୍ଡାଳାଦି ଜାତି (ଯଥା— ଦଣ୍ଡାସୀ ଜାତି) — Pariah; the untouchables