ପଞ୍ଚମାସ୍ୟ Pan̄chamāsya
- ସଂ. ବିଣ. — (ପଞ୍ଚମାସ+ଯ)—ପ୍ରତି ପାଞ୍ଚ ମାସରେ ଘଟିବା — Happening every fifth month
- ସଂ. ବିଣ. — ପଞ୍ଚମାସ ବ୍ୟାପୀ — Containing five months (M.W.)
- ସଂ. ବିଣ. — (ବହୁବ୍ରୀହି; ପଞ୍ଚମ+ଆସ୍ୟ)—ପଞ୍ଚମ ରାଗରେ ଗୀତ ଗାଉ ଥିବା — Singing in the fifth note of the gamut
- ସଂ. ବି. — କୋକିଳ — The Indian cuckoo