ପଞ୍ଚନିମ୍ବ Pan̄chanimba

  • ସଂ. ବି. (ବୈଦ୍ୟକ) — ନିମ୍ବଗଛର ମୂଳ, ଛାଲ, ପତ୍ର, ଫୁଲ ଓ ଫଳ ଏହି 5 ଟି ଅଙ୍ଗ — ନିମ୍ବଗଛର ମୂଳ, ଛାଲ, ପତ୍ର, ଫୁଲ ଓ ଫଳ ଏହି5ଟି ଅଙ୍ଗ—The root, bark, leaves, flower and fruit of the neem tree
  • ସଂ. ବି. (ବୈଦ୍ୟକ) — [ ଦ୍ର—ଏହା ଔଷଧରେ ବ୍ୟବହୃତ ହୁଏ। ]