ପଞ୍ଚନାଥ Pan̄chanātha

  • ଦେ. ବି. (ସଂ. ପଞ୍ଚ+ନାଥ) — ଭାରତରେ ଥିବା ପ୍ରସିଦ୍ଧ 5 ଗୋଟି ଦେବ — ଭାରତରେ ଥିବା ପ୍ରସିଦ୍ଧ5ଗୋଟି ଦେବ—Five famous idols in India
  • ଦେ. ବି. (ସଂ. ପଞ୍ଚ+ନାଥ) — (ଯଥା—ପୁରୀରେ ଜଗନ୍ନାଥ, ବଦରୀକାରେ ବଦରୀନାଥ, ଦ୍ୱାରକାରେ ଦ୍ୱାରକାନାଥ, ରାମେଶ୍ୱରରେ ରାମନାଥ ଓ ଶ୍ରାରଙ୍ଗପଟ୍ଟନରେ ରଙ୍ଗନାଥ।)