ପଞ୍ଚଧା Pan̄chadhā

  • ସଂ. ବି. (ପଞ୍ଚ+ପ୍ରକାରାର୍ଥରେ ଧା) — ପାଞ୍ଚ ପ୍ରକାର — Five kinds of; of five kinds
  • ସଂ. ବି. (ପଞ୍ଚ+ପ୍ରକାରାର୍ଥରେ ଧା) — ପାଞ୍ଚଥର — Five times
  • ସଂ. ବି. (ପଞ୍ଚ+ପ୍ରକାରାର୍ଥରେ ଧା) — ପାଞ୍ଚଦିଗକୁ — To five directions
  • ସଂ. ବି. (ପଞ୍ଚ+ପ୍ରକାରାର୍ଥରେ ଧା) — ପାଞ୍ଚଭାଗରେ — Into five parts
  • ସଂ. ବି. (ପଞ୍ଚ+ପ୍ରକାରାର୍ଥରେ ଧା) — ପାଞ୍ଚବିଷୟ — Five subjects
  • ସଂ. ବି. (ପଞ୍ଚ+ପ୍ରକାରାର୍ଥରେ ଧା) — ପାଞ୍ଚଗୁଣ — Fivefold