ପଞ୍ଚଦଶୀ Pan̄chadaṡī

  • ସଂ. ବି. ସ୍ତ୍ରୀ. (ପଞ୍ଚଦଶ+ଈ) ବେଦାନ୍ତଗ୍ରନ୍ଥ ବିଶେଷ — Name of a treatise on vedānta
  • ସଂ. ବି. ସ୍ତ୍ରୀ. (ପଞ୍ଚଦଶ+ଈ) ପକ୍ଷର ପଞ୍ଚଦଶ ତିଥି; ଅମାବସ୍ୟା ଓ ପୂର୍ଣ୍ଣିମା — The new moon and the full moon of a month