ପଞ୍ଚତୃଣ କଷାୟ Pan̄chatṛuṇa kashāya

  • ସଂ. ବି. (ବୈଦ୍ୟକ) ( 6 ଷ୍ଠୀ ତତ୍; ପଞ୍ଚତୃଣ+କଷାୟ) — ପଞ୍ଚତୃଣର ସମାନ ଓଜନ (ପ୍ରତ୍ୟେକ 2 ଭରି)ର ମୂଳ ସିଦ୍ଧ ହୋଇ ପ୍ରସ୍ତୁତ ହେବା କଷାୟଜଳ ବା ପାଚନବିଶେଷ — ପଞ୍ଚତୃଣର ସମାନ ଓଜନ (ପ୍ରତ୍ୟେକ2ଭରି)ର ମୂଳ ସିଦ୍ଧ ହୋଇ ପ୍ରସ୍ତୁତ ହେବା କଷାୟଜଳ ବା ପାଚନବିଶେଷ—A decoction made of the roots of Pan̄chatṛuṇa boiled in water