ପଞ୍ଚତପ Pan̄chatapa
- ସଂ. ବି. (ପଞ୍ଚ+ତପ=ଅଗ୍ନି) — (ବହୁବ୍ରୀହି) ଊର୍ଦ୍ଧ୍ୱରେ ଗ୍ରୀଷ୍ମର ମଧ୍ୟାହ୍ନ ସୂର୍ଯ୍ୟ ଓ ଭୂତଳରେ ଆପଣାରେ ଚାରି— ପାଖେ ଚାରି ଦିଗରେ ଅଗ୍ନି ରାଶି ସ୍ଥାପନ କରି ତପସ୍ୟାସାଧନ କରିବା — Practising austerities with the burning noon-sun overhead and four fires lit on one's 4 sides
- ସଂ. ବି. (ପଞ୍ଚ+ତପ=ଅଗ୍ନି) — ଆପଣା ଚାରି ପାଖେ 4 ଗଦା ନିଆଁ ଓ ମୁଣ୍ଡ ଉପରେ ସୂର୍ଯ୍ୟ ଏହି ପରି ପଞ୍ଚାଗ୍ନି — The five fires to which an ascetic exposes himself