ପଞ୍ଚଜନ Pan̄cha jana

  • ସଂ. ବିଣ. (ପଞ୍ଚ=ପଞ୍ଚଭୂତ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ; ଯେ ପଞ୍ଚଭୂତରୁ ଜନ୍ମିଅଛି) — ପଞ୍ଚ ମହାଭୂତରୁ ଜାତ — Born of the 5 elements
  • ସଂ. ବି — ପ୍ରାଣୀ — Animal
  • ସଂ. ବି — [ଦ୍ର—ଏମାନେ 5 ଶ୍ରେଣୀରେ ବିଭକ୍ତ। ଯଥା—ଜରାୟୁଜ, ଅଣ୍ଡଜ, ସ୍ୱେଦଜ, ଉଷ୍ମଜ ଓ ଉଦ୍ଭିଜ୍ଜ। ] — [ଦ୍ର—ଏମାନେ5ଶ୍ରେଣୀରେ ବିଭକ୍ତ ଯଥା—ଜରାୟୁଜ, ଅଣ୍ଡଜ, ସ୍ୱେଦଜ, ଉଷ୍ମଜ ଓ ଉଦ୍ଭିଜ୍ଜ ]
  • ସଂ. ବି — ମନୁଷ୍ୟ — Man
  • ସଂ. ବି — ଦୈତ୍ୟବିଶେଷ — Name of a demon killed by Sree Krushna
  • ସଂ. ବି — [ଦ୍ର—ଏ ହିରଣ୍ୟକଶିପୁର ପୌତ୍ର; ଶଙ୍ଖରୂପେ ସମୁଦ୍ରରେ ବାସ କରୁଥିଲା ଓ ଶ୍ରୀକୃଷ୍ଣଙ୍କ ଗୁରୁ ସଂଦୀପନାଚାର୍ଯ୍ୟଙ୍କ ପୁତ୍ରକୁ ଚୋରି କରି ନେଇ ଯାଇଥିଲା। ଶ୍ରୀକୃଷ୍ଣ ଏହାକୁ ବଧ କରି ଗୁରୁପୁତ୍ରଙ୍କୁ ଉଦ୍ଧାର କଲେ। ଏହାର ଅସ୍ଥିକୁ ପାଞ୍ଚଜନ୍ୟ ଶଙ୍ଖ କରି ସ୍ୱୟଂ ବଜାଉଥିଲେ। ]
  • ସଂ. ବି — ମନୁଷ୍ୟ — Mankind (M.W.)
  • ସଂ. ବି — ଆତ୍ମା — The soul (M.W.)
  • ସଂ. ବି — ପାଞ୍ଚ ପ୍ରକାର ମହାପ୍ରାଣୀ — The five classes of sentient beings
  • ସଂ. ବି — (ଯଥା—ଦେବ, ଗନ୍ଧର୍ବ, ମନୁଷ୍ୟ, ନାଗ (ମତାନ୍ତରେ ଅସୁର) ଓ ପିତୃଗଣ।)
  • ସଂ. ବି — ପ୍ରାଚୀନ ଆର୍ଯ୍ୟମାନଙ୍କ ଗଣନାକ୍ରମେ 5 ଜାତି — ପ୍ରାଚୀନ ଆର୍ଯ୍ୟମାନଙ୍କ ଗଣନାକ୍ରମେ5ଜାତି—. The 5 castes according to the calculation of the ancient Aryans
  • ସଂ. ବି — (ଯଥା—ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ , ଶୂଦ୍ର ଓ ନିଷାଦ ବା ଅନାର୍ଯ୍ୟ।)