ପଞ୍ଚଜନୀନ Pan̄cha janīna

  • ସଂ. ବିଣ. (ପଞ୍ଚଜନ+ଇନ୍) — ପାଞ୍ଚ ଜଣସଂକ୍ରାନ୍ତ; ପାଞ୍ଚଜଣିଆ — Pertaining to 5 persons
  • ସଂ. ବି. ପୁଂ. — ଅଭିନେତା — An actor
  • ସଂ. ବି. ପୁଂ. — ବିଦୂଷକ — A buffoon