ପଞ୍ଚଚୂଡ଼ Pan̄cha chūṟḍ̠a

  • ସଂ. ବିଣ. (ବହୁବ୍ରୀହି; ପଞ୍ଚ+ଚୂଡ଼ା) — ପାଞ୍ଚଟି ଶିଖାବିଶିଷ୍ଟ; ପଞ୍ଚଶିଖ — Five-tufted