ପଞ୍ଚଗୁଣ Pan̄chaguṇa

  • ସଂ. ବି — ପଦାର୍ଥର 5 ଗୋଟି ଇନ୍ଦ୍ରିୟଗ୍ରାହ୍ୟ ଗୁଣ (ଯଥା— ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦ) — ପଦାର୍ଥର5ଗୋଟି ଇନ୍ଦ୍ରିୟଗ୍ରାହ୍ୟ ଗୁଣ (ଯଥା— ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦ)—The five attributes of a thing perceptible to the organs of sense; the five objects of sense
  • ସଂ. ବି — ପାଞ୍ଚଗୁଣା — Five fold