ପଞ୍ଚକ୍ରୋଶୀ Pan̄chakroṡī
- ସଂ. ବିଣ. (ବହୁବ୍ରୀହି; ପଞ୍ଚ+କ୍ରୋଶ) — ପଞ୍ଚକ୍ରୋଶ ପରିମିତ ଦୈର୍ଘ୍ୟ ଓ ପ୍ରସ୍ଥରେ 5 କ୍ରୋଶବ୍ୟାପୀ — ପଞ୍ଚକ୍ରୋଶ ପରିମିତ ଦୈର୍ଘ୍ୟ ଓ ପ୍ରସ୍ଥରେ5କ୍ରୋଶବ୍ୟାପୀ— Extending over a length and breadth of 10 miles
- ସଂ. ବି — ବାରାଣସୀ; ପଞ୍ଚକୋଶୀ କାଶୀ — Benares (counted as a sacred place with a radius of 10 miles)