ପଞ୍ଚକୋଷ Pan̄chakosha
- ସଂ. ବି. (ପଞ୍ଚ+କୋଷ=ଆବରଣ) — ବେଦାନ୍ତ— ବର୍ଣ୍ଣିତ ଆତ୍ମାର 5 ଗୋଟି ଆବରଣ (ଯଥା— ଅନ୍ନମୟ କୋଷ; ପ୍ରାଣମୟ କୋଷ; ମନୋମୟ କୋଷ, ବିଜ୍ଞାନ କୋଷ ଓ ଆନନ୍ଦମୟ କୋଷ — ବେଦାନ୍ତ— ବର୍ଣ୍ଣିତ ଆତ୍ମାର5ଗୋଟି ଆବରଣ (ଯଥା— ଅନ୍ନମୟ କୋଷ; ପ୍ରାଣମୟ କୋଷ; ମନୋମୟ କୋଷ, ବିଜ୍ଞାନ କୋଷ ଓ ଆନନ୍ଦମୟ କୋଷ—(vedanta) The five fold vestures sheathing the human soul in a living man