ପଞ୍ଚକୋଶୀ Pan̄chakoṡī
- ଦେ. ବିଣ. (ସଂ. ପଞ୍ଚକ୍ରୋଶୀ) — ତୀର୍ଥଠାରୁ 5 କ୍ରୋଶ ସୀମା ମଧ୍ୟରେ ଅବସ୍ଥିତ — ତୀର୍ଥଠାରୁ5କ୍ରୋଶ ସୀମା ମଧ୍ୟରେ ଅବସ୍ଥିତ—. Situated within 5 kros or 0 miles of a sacred place
- ଦେ. ବିଣ. (ସଂ. ପଞ୍ଚକ୍ରୋଶୀ) — ତୀର୍ଥଠାରୁ 5 କୋଶ ସୀମା ମଧ୍ୟରେ ବାସ କରୁଥିବା — ତୀର୍ଥଠାରୁ5କୋଶ ସୀମା ମଧ୍ୟରେ ବାସ କରୁଥିବା— . Inhabiting a tract of country within 10 miles of a sacred place
- ଦେ. ବିଣ. (ସଂ. ପଞ୍ଚକ୍ରୋଶୀ) — ପୁରୀଠାରୁ 5 କ୍ରୋଶ ମଧ୍ୟରେ ବାସ କରୁଥିବା — ପୁରୀଠାରୁ5କ୍ରୋଶ ମଧ୍ୟରେ ବାସ କରୁଥିବା— . Inhabiting or hailing from within a radius of 10 miles from Purī
- ଦେ. ବି — କାଶୀତୀର୍ଥର ପରିକ୍ରମା — Circumambulation of the sacred city of Benares