ପଞ୍ଚକୋଳ Pan̄chakoḻa
- ସଂ. ବି. (ସମାହାର ଦ୍ୱିଗୁ; ପଞ୍ଚ= 5 +କୋଳ=ପିପ୍ପଳି) — ବୈଦ୍ୟଶାସ୍ତ୍ରୋକ୍ତ 5 ଗୋଟି ପିପ୍ପଳିଜାତୀୟ ଔଷଧ ଦ୍ରବ୍ୟ (ଯଥା—ପିପ୍ପଳି, ବଣ ପିପଳାମୂଳ, ଚାଇକାଠ, ଧଳାଚିତାମୂଳ ଓ ଶୁଣ୍ଠି) ର ସମାହାର — ବୈଦ୍ୟଶାସ୍ତ୍ରୋକ୍ତ5ଗୋଟି ପିପ୍ପଳିଜାତୀୟ ଔଷଧ ଦ୍ରବ୍ୟ (ଯଥା—ପିପ୍ପଳି, ବଣ ପିପଳାମୂଳ, ଚାଇକାଠ, ଧଳାଚିତାମୂଳ ଓ ଶୁଣ୍ଠି) ର ସମାହାର— A collection or aggregate of 5 bitter drugs mentioned in Hindu medical books (viz long pepper, its root, piper chaba plumbago; and dry ginger)