ପଞ୍ଚକନ୍ୟା Pancha kanyā
- ସଂ. ବି—(ଦ୍ୱିଗୁ; ପଞ୍ଚ+କନ୍ୟା) — ଗୌତମପତ୍ନୀ ଅହଲ୍ୟା, ପାଣ୍ଡବପତ୍ନୀ ଦ୍ରୌପଦୀ, ବାଳୀପତ୍ନୀ ତାରା, ପଣ୍ଡୁ— ପତ୍ନୀ କୁନ୍ତୀ ଓ ରାବଣପତ୍ନୀ ମନ୍ଦୋଦରୀ — Name of 5 women named in Hindu mythology as ever virgins
- ସଂ. ବି—(ଦ୍ୱିଗୁ; ପଞ୍ଚ+କନ୍ୟା) — [ଦ୍ର—ପ୍ରତିଦିନ ସକାଳେ ପଞ୍ଚକନ୍ୟାଙ୍କ ନାମ ସ୍ମରଣ କଲେ ମନୁଷ୍ୟର ପାତକ ନାଶ ହୁଏ। ଏ ପାଞ୍ଚଜଣଯାକ ଏକାଧିକ ସ୍ୱାମୀଙ୍କ ଭୋଗ୍ୟା ହୋଇଥିଲେହେଁ ଏମାନଙ୍କର ସତୀତ୍ୱ ନଷ୍ଟ ହୋଇ ନ ଥିଲା ବୋଲି ପୁରାଣରେ କଥିତ।]