ପଞ୍ଚ ହତା Pan̄cha hatā

  • ଦେ. ବିଣ (ସଂ. ପଞ୍ଚହସ୍ତ) — ପାଞ୍ଚହାତ ଉଚ୍ଚ — Five cubits high
  • ଦେ. ବିଣ (ସଂ. ପଞ୍ଚହସ୍ତ) — ଖୁବ୍ ଲମ୍ବ; ଅତି ଡେଙ୍ଗା — Very tall,
  • ଦେ. ବିଣ (ସଂ. ପଞ୍ଚହସ୍ତ) — ପଞ୍ଚହତା ମର୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି— ଫକୀରମୋହନ. ଗଳ୍ପସ୍ୱଳ୍ପ।