ପଞ୍ଚ ସୂନା Pan̄cha sūnā

  • ସଂ. ବି — (ଗୃହସ୍ଥର ନିତ୍ୟ କର୍ତ୍ତବ୍ୟ ଗୃହକାର୍ଯ୍ୟ କରାଯିବା ଉପଲକ୍ଷରେ ପାଞ୍ଚଟି ଦ୍ରବ୍ୟ ବ୍ୟବହାର କରିବା— ବେଳେ (ଅର୍ଥାତ୍ 1 . ଚୁଲ୍ଲୀ ଜାଳିବା, 2 . ଚକି ପେଷିବା ବା ବାଟିବା, 3 ଘର ଓଳାଇବା, 4 ଢିଙ୍କି କୁଟିବା ଓ 5 ପାଣି ମାଠିଆ ବ୍ୟବାହାର କରିବାରେ) ଗୃହସ୍ଥ ଅଜ୍ଞାତରୂପେ ଯେଉଁ ଜୀବହିଂସା କରେ (ପଞ୍ଚ ମହାଯଜ୍ଞ ତଳେ ନୋଟ ଦେଖ) — (ଗୃହସ୍ଥର ନିତ୍ୟ କର୍ତ୍ତବ୍ୟ ଗୃହକାର୍ଯ୍ୟ କରାଯିବା ଉପଲକ୍ଷରେ ପାଞ୍ଚଟି ଦ୍ରବ୍ୟ ବ୍ୟବହାର କରିବା— ବେଳେ (ଅର୍ଥାତ୍1. ଚୁଲ୍ଲୀ ଜାଳିବା,2. ଚକି ପେଷିବା ବା ବାଟିବା,3ଘର ଓଳାଇବା,4ଢିଙ୍କି କୁଟିବା ଓ5ପାଣି ମାଠିଆ ବ୍ୟବାହାର କରିବାରେ) ଗୃହସ୍ଥ ଅଜ୍ଞାତରୂପେ ଯେଉଁ ଜୀବହିଂସା କରେ (ପଞ୍ଚ ମହାଯଜ୍ଞ ତଳେ ନୋଟ ଦେଖ)— The unintentional injury to animals which a person commits daily while performing his domestic duties (viz. 1. lighting the oven, 2. grinding & pestling, 3 sweeping the floors 4. husking corn etc. 5. Using the water jar.)
  • ସଂ. ବି — [ଦ୍ର—ଏ ପଞ୍ଚସୂନାଜନିତ ପାପରୁ ମୁକ୍ତ ହେବା ପାଇଁ ପଞ୍ଚ ମହାଯଜ୍ଞ କରାଯାଏ।]