ପଞ୍ଚ ଶାସନ Pan̄cha ṡāsana

  • ଦେ. ବି — ପଞ୍ଚାଏତ — Pan̄chayet; a board of arbitrators
  • ଦେ. ବି — ଆଜିକାଲି ଅଦାଲତ ଦୁଆର ମେଲା ପଞ୍ଚଶାସନ କିଏ ମାନୁଛି। ଫକୀରମୋହନ, ଛମାଣଆଠଗୁଣ୍ଠ।