ପଞ୍ଚ ଶାଖ Pan̄cha ṡākha
- ସଂ. ବିଣ (ବହୁବ୍ରୀହି; ପଞ୍ଚ+ଶାଖା) — ପଞ୍ଚଶାଖାବିଶିଷ୍ଟ — Having 5 bran̄ches; five-branched
- ସଂ. ବି — ( 5 ଟି ଆଙ୍ଗୁଠି ଥିବାରୁ) କର; ହସ୍ତ — (5ଟି ଆଙ୍ଗୁଠି ଥିବାରୁ) କର; ହସ୍ତ— Hand
- ସଂ. ବି — ପାଞ୍ଚଶାଖାଯୁକ୍ତ ମସାଲ (ହି. ଶ.) — A torch with five prongs