ପଞ୍ଚ ଲୌହ Pan̄cha lauha
- ସଂ. ବି — 5 ପ୍ରକାର ଧାତୁ (ଯଥା—ସୁନା, ରୂପା, ତମ୍ବା, ରଙ୍ଗ ଓ ସୀସା) — 5ପ୍ରକାର ଧାତୁ (ଯଥା—ସୁନା, ରୂପା, ତମ୍ବା, ରଙ୍ଗ ଓ ସୀସା)—. The 5 metals: gold, silver, copper, tin and lead
- ସଂ. ବି — ପଞ୍ଚପ୍ରକାର ଲୁହା (ଯଥା—ବଜ୍ରଲୌହ, କାନ୍ତଲୌହ, ପିଣ୍ଡଲୌହ, କ୍ରୌଂଚଲୌହ ଓ ସାଧାରଣ ଲୌହ) — Five kinds of iron