ପଞ୍ଚ ରାତ୍ର Pan̄cha rātra

  • ସଂ. ବି — 5 ଦିନ ଓ 5 ରାତି—ବ୍ୟାପୀ ହରିକୀର୍ତ୍ତନ — 5ଦିନ ଓ5ରାତି—ବ୍ୟାପୀ ହରିକୀର୍ତ୍ତନ— . The chanting of hymns for 5 days and nights continually
  • ସଂ. ବି — ପାଞ୍ଚପ୍ରକାର ଜ୍ଞାନ—ଉପଦେଶକ ବେଦାନ୍ତ ଗ୍ରନ୍ଥ — A treatise on vedānta
  • ସଂ. ବି — [ଦ୍ର—ଏଥିମଧ୍ୟରେ ନାରଦ, ବ୍ରାହ୍ମ, ଗୌତମ, ବାଶିଷ୍ଠ, ଶୈବ, କୌମାର ଓ କାପିଳ ଏହି 7 ଟି ପଞ୍ଚରାତ୍ର ଗ୍ରନ୍ଥମାନ ପ୍ରସିଦ୍ଧ।] — [ଦ୍ର—ଏଥିମଧ୍ୟରେ ନାରଦ, ବ୍ରାହ୍ମ, ଗୌତମ, ବାଶିଷ୍ଠ, ଶୈବ, କୌମାର ଓ କାପିଳ ଏହି7ଟି ପଞ୍ଚରାତ୍ର ଗ୍ରନ୍ଥମାନ ପ୍ରସିଦ୍ଧ]
  • ସଂ. ବି — ପାଞ୍ଚ ଦିନ ଓ ପାଞ୍ଚ ରାତ୍ରବ୍ୟାପୀ ସମୟ — A period of 5 successive days and nights
  • ସଂ. ବି — ପାଞ୍ଚ ଦିନରେ ସମ୍ପାଦନୀୟ ଯଜ୍ଞବିଶେଷ — 4. A vedic sacrifice performable in days
  • ଦେ. ବି — ଦିବାନିଶିବ୍ୟାପୀ କିଛି ସମୟ — A continuous period of time
  • ଦେ. ବି — (ଯଥା—ମୁଁ ତ ତାଙ୍କ ସଙ୍ଗେ ପଞ୍ଚରାତ୍ର ଚଳିଛି, ମୁଁ ତାଙ୍କ ପ୍ରକୃତି ଉତ୍ତମରୂପେ ଜଣାଇଲି।)