ପଞ୍ଚ ରତ୍ନ Pan̄cha ratna

  • ସଂ. ବି — 5 ପ୍ରକାର ଉତ୍କୃଷ୍ଟ ମଣି, (ଯଥା—ହୀରା, ନୀଳା, ମୋତି ମାଣିକ ଓ ପୋହୋଳା) — 5ପ୍ରକାର ଉତ୍କୃଷ୍ଟ ମଣି, (ଯଥା—ହୀରା, ନୀଳା, ମୋତି ମାଣିକ ଓ ପୋହୋଳା)—The five gems (viz, diamond, sapphire, ruby, pearl and coral)