ପଞ୍ଚ ରଙ୍ଗ Pan̄cha raṅga
- ଦେ. ବି. (ସଂ. ପଞ୍ଚ ଓ ରଙ୍ଗ) — ଏକପ୍ରକାର ସତରଞ୍ଜ ଖେଳ — A kind of game at chess
- ଦେ. ବି. (ସଂ. ପଞ୍ଚ ଓ ରଙ୍ଗ) — [ଦ୍ର—ଏଥିରେ ରାଜା କ୍ରମଶଃ ହସ୍ତୀ, ପଦାତି, ଦାବା, ଅଶ୍ୱ ଓ ନୌକା ଏହି 5 ବଳର 5 କିସ୍ତିରେ ମାତ୍ ହୋଇ— ଯାଏ।] — [ଦ୍ର—ଏଥିରେ ରାଜା କ୍ରମଶଃ ହସ୍ତୀ, ପଦାତି, ଦାବା, ଅଶ୍ୱ ଓ ନୌକା ଏହି5ବଳର5କିସ୍ତିରେ ମାତ୍ ହୋଇ— ଯାଏ]
- ଦେ. ବି. (ସଂ. ପଞ୍ଚ ଓ ରଙ୍ଗ) — ରଙ୍ଗରସ; ରହସ୍ୟ; ତାମସା — Sports
- ଦେ. ବି. (ସଂ. ପଞ୍ଚ ଓ ରଙ୍ଗ) — ପାଞ୍ଚପ୍ରକାର ବର୍ଣ୍ଣ — Five colours