ପଞ୍ଚ ଯାମ Pan̄cha j̄āma

  • ସଂ. ବି—(ବହୁବ୍ରୀହି; ପାଞ୍ଚ+ଯାମ; ଯହିଁରେ 5 ଟି ଯାମ ବା ପ୍ରହର ଅଛି; ରାତିର ପ୍ରଥମ 4 ଦଣ୍ଡ ଓ ଶେଷ 4 ଦଣ୍ଡକୁ ଦିନ ମଧ୍ୟରେ ଗଣାଯାଏ) — ଦିନ; ଦିବସ — Day