ପଞ୍ଚ ମୁଷ୍ଟିକ Pan̄cha mushṭika

  • ସଂ. ବି — ବୈଦିକ ମତରେ ସନ୍ନିପାତ ରୋଗପାଇଁ ବ୍ୟବହୃତ ପାଞ୍ଚଟି ପଦାର୍ଥ ଏକମୁଠା ଲେଖାଏଁ ଏକତ୍ର ସିଝିଥିବା ପାଚନ (ଯଥା—ଯଅ, ବରକୋଳି, କୋଳଥ, ମୁଗ, ଓ ଅଏଁଳା କୋଳି) — A decoction made of a one handful of each of 5 particular ingredients used as antedote for collapse