ପଞ୍ଚ ମୁଖ Pan̄cha mukha
- ସଂ. ବିଣ. ପୁଂ. (ବହୁବ୍ରୀହି; ପଞ୍ଚ+ମୁଖ) — ପାଞ୍ଚଗୋଟି ମୁଖ (ପଞ୍ଚମୁଖୀ) ବିଶିଷ୍ଟ — Five-faced
- ସଂ. ବି. — ପଞ୍ଚାନନ; ମହାଦେବ; ଶିବ — Ṡiba
- ସଂ. ବି. — [ଦ୍ର—ଏହାଙ୍କର 4 ଦିଗକୁ 4 ମୁହଁ ଓ ଆକାଶ ଆଡ଼କୁ ଏକ ମୁହଁ ଥାଏ।] — [ଦ୍ର—ଏହାଙ୍କର4ଦିଗକୁ4ମୁହଁ ଓ ଆକାଶ ଆଡ଼କୁ ଏକ ମୁହଁ ଥାଏ]
- ସଂ. ବି. — ପଞ୍ଚାସ୍ୟ; ସିଂହ (ହି. ଶବ୍ଦସାଗର) — The lion (M.W.)
- ସଂ. ବି. — ପାଞ୍ଚଟି ମୁନ ଥିବା ଶର — An arrow with 5 points (M.W.)
- ସଂ. ବି. — ପାଞ୍ଚ ରେଖାବିଶିଷ୍ଟ ରୁଦ୍ରାକ୍ଷ ବୀଜ (ହି. ଶବ୍ଦସାଗର) — A rudrāksha seed with five lines on it
- ଦେ. ବି. — ପାଞ୍ଚଜଣଙ୍କ ମୁହଁ ବା କଥା; ଏକାଧିକ ବ୍ୟକ୍ତିଙ୍କ ମୁଖ— ନିସୃତ ବାକ୍ୟ — Words uttered by five i.e. many persons
- ଦେ. ବି. — ପଞ୍ଚମୁଖେ ପରମେଶ୍ୱର। ଢଗ।