ପଞ୍ଚ ମାଥ Pan̄cha mātha

  • ଦେ. ବି. (ସଂ. ପଞ୍ଚ+ମସ୍ତକ) — ପଞ୍ଚାନନ; ଶିବ; ମହାଦେବ — Ṡiba
  • ଦେ. ବି. (ସଂ. ପଞ୍ଚ+ମସ୍ତକ) — ତୁମ୍ଭ ଦେହ କ୍ଷୀଣ କିଁପା ଦିଶେ ପଞ୍ଚମାଥ। ବିଶ୍ୱନାଥ. ବିଚିତ୍ର ରାମାୟଣ।