ପଞ୍ଚ ମହିଷ Pan̄cha mahisha

  • ସଂ. ବି. — ସୁଶ୍ରୂତ ଅନୁସାରେ ମଇଁଷିଠାରୁ ପ୍ରାପ୍ତ ପାଞ୍ଚ ପଦାର୍ଥ (ଯାହା ଔଷଧରୂପେ ବ୍ୟବହୃତ ହୁଏ; ଯଥା— ଗୋବର, ମୂତ୍ର, ଦୁଧ, ଦହି ଓ ଘିଅ) — Five things got from the buffaloes and used as medicine