ପଞ୍ଚ ମହାଯଜ୍ଞ Pan̄cha mahāj̄ajn̄a
- ସଂ. ବି. (ଦ୍ୱିଗୁ; ପଞ୍ଚ+ମହାଯଜ୍ଞ) — ବ୍ରହ୍ମଯଜ୍ଞ (ବେଦାଧ୍ୟୟନ), ଦେବଯଜ୍ଞ (ଅଗ୍ନିହୋତ୍ର), ପିତୃଯଜ୍ଞ (ତର୍ପଣ), ଭୂତଯଜ୍ଞ (ବୈଶ୍ୱ ଦେବ) ଓ ନୃଯଜ୍ଞ (ଅତିଥି ପୂଜା) ଗୃହସ୍ଥର ଅନୁଷ୍ଠେୟ ଏହି 5 ଗୋଟି ଯାଗ ବା ପୂଜା — ବ୍ରହ୍ମଯଜ୍ଞ (ବେଦାଧ୍ୟୟନ), ଦେବଯଜ୍ଞ (ଅଗ୍ନିହୋତ୍ର), ପିତୃଯଜ୍ଞ (ତର୍ପଣ), ଭୂତଯଜ୍ଞ (ବୈଶ୍ୱ ଦେବ) ଓ ନୃଯଜ୍ଞ (ଅତିଥି ପୂଜା) ଗୃହସ୍ଥର ଅନୁଷ୍ଠେୟ ଏହି5ଗୋଟି ଯାଗ ବା ପୂଜା—The five great sacraments enjoined on every house-holder by the vedas (vig. reading the vedas, performing vedic sacrifice, offering manes, offering oblations to the spirits and hospitality)
- ସଂ. ବି. (ଦ୍ୱିଗୁ; ପଞ୍ଚ+ମହାଯଜ୍ଞ) — [ଦ୍ର—ଗୃହ କର୍ମ ପାଇଁ— 1 . ଚୁଲୀ, 2 . ଚକୀ ଓ ଶିଳ ଶିଳପୁଆ, 3 . ପହଁରା (ଝାଡ଼ୁ), 4 . ଢିଙ୍କି ଓ ଉଦୁଖଳ ମୂଷଳ ଓ 5 . ପାଣି ମାଠିଆ ଏସବୁକୁ ଗୃହସ୍ଥକୁ ପ୍ରତ୍ୟହ ବ୍ୟବହାର କରିବାକୁ ହୁଏ। ଏମାନଙ୍କର ନାମ ପଞ୍ଚ ସୁନା;—ଏହି ସବୁରେ ବହୁ ଜୀବହତ୍ୟା ବା ଜୀବହିଂସା ଅଜ୍ଞାତ ଭାବରେ କରାଯାଏ। ଗୃହସ୍ଥକୁ ଏହି ପଞ୍ଚସୁନାଜନିତ ଜୀବହତ୍ୟା ପାପରୁ ମୁକ୍ତ କରିବା ପାଇଁ ମହର୍ଷିମାନେ ପଞ୍ଚଯଜ୍ଞର ବ୍ୟବସ୍ଥା କରିଅଛନ୍ତି। ବେଦାଧ୍ୟୟନ ଓ ବେଦାଧ୍ୟାପନ ବ୍ରହ୍ମଯଜ୍ଞ, ଶ୍ରାଦ୍ଧ ଓ ତର୍ପଣ ପିତୃଯଜ୍ଞ, ହୋମ—ଦେବଯଜ୍ଞ; ଅନ୍ନଦାନ ଓ ବୈଶ୍ୱ— ଦେବ—ଭୂତଯଜ୍ଞ ଓ ଅତିଥି ସେବା, ନୃଯଜ୍ଞ। ଯେଉଁ ଗୃହସ୍ଥ ଆପଣା ଶକ୍ତି ଅନୁସାରେ ପ୍ରତିଦିନ ଏହି ପଞ୍ଚଯଜ୍ଞ କରନ୍ତି ସେ ଗୃହରେ ବାସକରି ସୁଦ୍ଧା ପଞ୍ଚସୁନା ଦୋଷରେ ଲିପ୍ତ ହୁଅନ୍ତି ନାହିଁ (ମନୁ 3। 69 — 71 ଓ 80 — 81 )] — [ଦ୍ର—ଗୃହ କର୍ମ ପାଇଁ—1. ଚୁଲୀ,2. ଚକୀ ଓ ଶିଳ ଶିଳପୁଆ,3. ପହଁରା (ଝାଡ଼ୁ),4. ଢିଙ୍କି ଓ ଉଦୁଖଳ ମୂଷଳ ଓ5. ପାଣି ମାଠିଆ ଏସବୁକୁ ଗୃହସ୍ଥକୁ ପ୍ରତ୍ୟହ ବ୍ୟବହାର କରିବାକୁ ହୁଏ ଏମାନଙ୍କର ନାମ ପଞ୍ଚ ସୁନା;—ଏହି ସବୁରେ ବହୁ ଜୀବହତ୍ୟା ବା ଜୀବହିଂସା ଅଜ୍ଞାତ ଭାବରେ କରାଯାଏ ଗୃହସ୍ଥକୁ ଏହି ପଞ୍ଚସୁନାଜନିତ ଜୀବହତ୍ୟା ପାପରୁ ମୁକ୍ତ କରିବା ପାଇଁ ମହର୍ଷିମାନେ ପଞ୍ଚଯଜ୍ଞର ବ୍ୟବସ୍ଥା କରିଅଛନ୍ତି ବେଦାଧ୍ୟୟନ ଓ ବେଦାଧ୍ୟାପନ ବ୍ରହ୍ମଯଜ୍ଞ, ଶ୍ରାଦ୍ଧ ଓ ତର୍ପଣ ପିତୃଯଜ୍ଞ, ହୋମ—ଦେବଯଜ୍ଞ; ଅନ୍ନଦାନ ଓ ବୈଶ୍ୱ— ଦେବ—ଭୂତଯଜ୍ଞ ଓ ଅତିଥି ସେବା, ନୃଯଜ୍ଞ ଯେଉଁ ଗୃହସ୍ଥ ଆପଣା ଶକ୍ତି ଅନୁସାରେ ପ୍ରତିଦିନ ଏହି ପଞ୍ଚଯଜ୍ଞ କରନ୍ତି ସେ ଗୃହରେ ବାସକରି ସୁଦ୍ଧା ପଞ୍ଚସୁନା ଦୋଷରେ ଲିପ୍ତ ହୁଅନ୍ତି ନାହିଁ (ମନୁ3 69—71ଓ80—81)]