ପଞ୍ଚ ମକାର Pan̄cha makāra

  • ସଂ. ବି. (ବହୁବ୍ରୀହି; ପଞ୍ଚ+ମକାର='ମ' ବର୍ଣ୍ଣ) — ତନ୍ତ୍ରୋକ୍ତ କାମ ମାର୍ଗ ଅନୁସାରେ ଉପାସନାରେ ବ୍ୟବହୃତ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଓ ମୁଦ୍ରା ନାମକ ସାଧନାବିଶେଷ — A tantric ritual consisting of wine, meat, fish, cohabitation and money