ପଞ୍ଚ ଭଦ୍ର Pan̄cha bhadra
- ସଂ. ବି. (ବହୁବ୍ରୀହି; ପଞ୍ଚ+ଭଦ୍ର=ଶୁଭଚିହ୍ନ) — ଯେଉଁ ଘୋଡ଼ାର ମୁହଁ, ପିଠି, ହୃଦୟ ଓ ଦୁଇ ପାର୍ଶ୍ୱରେ ଶୁଭଲକ୍ଷଣସୂଚକ ଆବର୍ତ୍ତ ବା ରୋମଭଉଁରୀ ଥାଏ — A horse having 5 gyrating fur on 5 specified spots of the body (considered as auspicious to its owner)
- ସଂ. ବି. (ବହୁବ୍ରୀହି; ପଞ୍ଚ+ଭଦ୍ର=ଶୁଭଚିହ୍ନ) — ପାଚନବିଶେଷ (ଏଥିରେ 5 ଟି ଉପାଦାନ ଥାଏ; ଯଥା— ଗୁଳୁଚି, କ୍ଷେତପାପଡ଼ା, ମୁଥା, ଚିରେଇତା ଓ ଶୁଣ୍ଠି) — ପାଚନବିଶେଷ (ଏଥିରେ5ଟି ଉପାଦାନ ଥାଏ; ଯଥା— ଗୁଳୁଚି, କ୍ଷେତପାପଡ଼ା, ମୁଥା, ଚିରେଇତା ଓ ଶୁଣ୍ଠି)— . Name of a particular decoction made from 5 ingredients
- ସଂ. ବି. (ବହୁବ୍ରୀହି; ପଞ୍ଚ+ଭଦ୍ର=ଶୁଭଚିହ୍ନ) — ପଞ୍ଚ କଲ୍ୟାଣ (ଦେଖ) — Pan̄cha kalyāṇa (See)