ପଞ୍ଚ ବିଂଶତି Pan̄cha biṁṡati

  • ସଂ. ବିଣ. ଓ ବି (ସଂଖ୍ୟାବାଚକ; ପଞ୍ଚ ଅଧିକ ବିଂଶତି) — କୋଡ଼ିଏ ଅପେକ୍ଷା ପାଞ୍ଚ ଅଧିକ ସଂଖ୍ୟା; ପଚିଶ; 25 — କୋଡ଼ିଏ ଅପେକ୍ଷା ପାଞ୍ଚ ଅଧିକ ସଂଖ୍ୟା; ପଚିଶ;25—Twenty-five