ପଞ୍ଚ ବର୍ଗ Pan̄cha barga

  • ସଂ. ବି. (ଦ୍ୱିଗୁ; ପଞ୍ଚ+ବର୍ଗ) — ବ୍ୟଞ୍ଜନବର୍ଣ୍ଣମାଳା ମଧ୍ୟସ୍ଥ କ, ଚ, ଟ, ତ, ପ ଏହି ପାଞ୍ଚଗୋଟି ବର୍ଗ — The 5 classes or groups of consonants containing 5 letters each
  • ସଂ. ବି. (ଦ୍ୱିଗୁ; ପଞ୍ଚ+ବର୍ଗ) — ପାଞ୍ଚୋଟି ବସ୍ତୁର ସମୂହ — A collection or aggregate of 5 articles