ପଞ୍ଚ ବଟ Pan̄cha baṭa

  • ସଂ. ବି. (ଦ୍ୱିଗୁ; ପଞ୍ଚ+ବଟ) — ଅଶ୍ୱତ୍ଥ, ବେଲ, ବର, ଅଅଁଳା ଓ ଅଶୋକ ଏହି ପାଞ୍ଚଗୋଟି ଗଛ — The five specified trees
  • ସଂ. ବି. (ଦ୍ୱିଗୁ; ପଞ୍ଚ+ବଟ) — ପଞ୍ଚବଟୀ (ଦେଖ) — Pan̄chabaṭī (See)