ପଞ୍ଚ ପ୍ରାଣ Pan̄cha prāṇa

  • ସଂ. ବି — ଶରୀରସ୍ଥ ପାଞ୍ଚଗୋଟି ପବନ (ଯଥା—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ) — The 5 internal winds essential to the life of man
  • ସଂ. ବି — [ଦ୍ର—ହୃଦୟସ୍ଥ ପ୍ରାଣବାୟୁଦ୍ୱାରା ରକ୍ତସଞ୍ଚାଳନ, ଗୁହ୍ୟସ୍ଥ ଅପାନ— ବାୟୁଦ୍ୱାରା ଆହାର୍ଯ୍ୟଚାଳନ, କଣ୍ଠସ୍ଥ ଉଦାନବାୟୁଦ୍ୱାରା ସର୍ବାଙ୍ଗରେ ସାମଞ୍ଜସ୍ୟରକ୍ଷା ଏବଂ ନାଭିସ୍ଥ ସମାନବାୟୁଦ୍ୱାରା ପାଚନକ୍ରିୟା ସାଧିତ ହୁଏ।]