ପଞ୍ଚ ପାତ୍ର Pan̄cha pātra

  • ସଂ. ବି. — ଅମାବାସ୍ୟା ଓ ପିତୃପକ୍ଷରେ ଏବଂ ମୃତ ବ୍ୟକ୍ତିର ସାମ୍ବତ୍ସରିକ ପିଣ୍ଡୀକରଣ ଶ୍ରାଦ୍ଧାଦିରେ ଯେଉଁ 5 ଟି ପାତ୍ର ବା ପକ୍ଷ (ଯଥା— 2 ଦେବପକ୍ଷ ଓ 3 ପିତୃପକ୍ଷ) ପିଣ୍ଡ ଦିଆ ଯାଏ — ଅମାବାସ୍ୟା ଓ ପିତୃପକ୍ଷରେ ଏବଂ ମୃତ ବ୍ୟକ୍ତିର ସାମ୍ବତ୍ସରିକ ପିଣ୍ଡୀକରଣ ଶ୍ରାଦ୍ଧାଦିରେ ଯେଉଁ5ଟି ପାତ୍ର ବା ପକ୍ଷ (ଯଥା—2ଦେବପକ୍ଷ ଓ3ପିତୃପକ୍ଷ) ପିଣ୍ଡ ଦିଆ ଯାଏ—. The five parties to whom oblations are made at ṡrāddhas
  • ସଂ. ବି. — ପୂଜାର୍ଥ ବ୍ୟବହୃତ ପଞ୍ଚ ଧାତୁ (ତମ୍ବା, ସୁନା, ରୂପା, ପିତଳ ଓ କଂସା) ନିର୍ମିତ ଜଳପାତ୍ର; ପଞ୍ଚୁପାତ୍ରୀ — A glass made of 5 metals used during worship
  • ସଂ. ବି. — 5 ଗୋଟି ପାତ୍ର — 5ଗୋଟି ପାତ୍ର—. A collection of 5 water vessels or pots
  • ସଂ. ବି. — ପାର୍ବଣ ଶ୍ରାଦ୍ଧ (ଦେଖ) (ହି. ଶବ୍ଦସାଗର) — Pārbaṇa ṡrāddha (See)