ପଞ୍ଚ ଚାଳିଶି Paācha chāḻiṡi
- ଦେ. ବି ଓ ବିଣ. (ସଂ. ପଞ୍ଚଚତ୍ୱାରିଂଶତ୍; ପ୍ରା. ପଞ୍ଚ- ଚତ୍ତାଳିଶା) — ପଇଁଚାଳିଶ; 45 — ପଇଁଚାଳିଶ;45— 45; Forty-five
- ଦେ. ବି ଓ ବିଣ. (ସଂ. ପଞ୍ଚଚତ୍ୱାରିଂଶତ୍; ପ୍ରା. ପଞ୍ଚ- ଚତ୍ତାଳିଶା) — ପଞ୍ଚ ଚାଳିଶେ ନନ୍ଦନାନ, ସାଧୁଙ୍କ ସମାଶ୍ରୟ ଜାଣ। ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ।