ପଞ୍ଚ ଗୁପ୍ତ Pan̄cha gupta

  • ସଂ. ବି. (ବହୁବ୍ରୀହି) — ପାଞ୍ଚଟି ଅଙ୍ଗ ଯାହାର ଗୁପ୍ତ; କଚ୍ଛପ — Tortoise
  • ସଂ. ବି. (ବହୁବ୍ରୀହି) — (ଯହିଁରେ ପଞ୍ଚ ଇନ୍ଦ୍ରିୟର ଗୋପନ ଉପଦିଷ୍ଟ ହୋଇଅଛି) ଚାର୍ବାକ୍ ଦର୍ଶନ — The materialistic system of philosophy; the doctrines of Chārbāka