ପଞ୍ଚ କୃତ୍ୟ Pan̄cha kṛutya

  • ସଂ. ବି. (ଦ୍ୱିଗୁ) — ଈଶ୍ୱରଙ୍କ ସୃଷ୍ଟି ସମ୍ବନ୍ଧେ ପାଞ୍ଚଟି କର୍ମ (ସୃଷ୍ଟି, ସ୍ଥିତି ବା ପାଳନ, ଧ୍ୱଂସ ବା ସଂହାର, ତିରୋଭାବ ଓ ଅନୁଗ୍ରହ କର୍ମ) — The five actions by which the Supreme Being manifests itself
  • ସଂ. ବି. (ଦ୍ୱିଗୁ) — ପ୍ଳକ୍ଷ (ଦେଖ) — Pḻaksha (See)