ପଞ୍ଚ କଷାୟ Pan̄cha kashāy

  • ସଂ. ବି (ସମାହାର ଦ୍ୱିଗୁ) — ବୈଦ୍ୟ ଶାସ୍ତ୍ରୋକ୍ତ କଷାୟ ସ୍ୱାଦଯୁକ୍ତ ପାଞ୍ଚ ଗୋଟି ବସ୍ତୁ (ଯଥା—ଜାମୁ, ଶିମିଳି, ବାଡ଼ିଅଅଁଳା, ବଉଳ ଓ ବରକୋଳି ଏହି ପାଞ୍ଚଟି ବୃକ୍ଷର ବକଳ ବା ଫଳ)ର କ୍ୱାଥ — A decoction prepared by boiling in water 5 particular astringent fruits or barks
  • ସଂ. ବି (ସମାହାର ଦ୍ୱିଗୁ) — [ଦ୍ର—ମତାନ୍ତରେ—ବାସଙ୍ଗ, ପଟୋଳ, ବଚ, ପ୍ରିୟଙ୍ଗୁ ଓ ନିମ୍ବ ଏହି ପାଞ୍ଚ ଦ୍ରବ୍ୟର କ୍ୱାଥ।]