ପଞ୍ଚ କଲ୍ୟାଣ Pan̄cha kalyāṇa
- ସଂ. ବି (ବହୁବ୍ରୀହି; ପଞ୍ଚ+କଲ୍ୟାଣ) — ଯେଉଁ ଘୋଡ଼ାର ଚାରି ଗୋଡ଼ ଓ କପାଳରେ ଧଳା ଲୋମ ଥାଏ — A horse with 5 patches of white hair at 5 places (e.g. the 4 legs and the brow)
- ସଂ. ବି (ବହୁବ୍ରୀହି; ପଞ୍ଚ+କଲ୍ୟାଣ) — ଯେଉଁ ଘୋଡ଼ାର ଚାରିଗୋଡ଼ର ଲୋମ ଓ ମୁଖରଲୋମ ଧଳା — A horse with white feet & a white mouth (M.W.)
- ଦେ. ବିଣ — ଚାରି ଗୋଡ଼ ଓ କପାଳରେ ଧଳାଲୋମ ଥିବା (ଘୋଡ଼ା) — Having white hair on the brow and the 4 legs