ପଛରେ ଛାଡ଼ିବା Pachhare chhāṟḍ̠ibā

  • ଦେ. କ୍ରି — ଚାଲିବା ସମୟରେ କୌଣସି ସ୍ଥାନକୁ ବା ବ୍ୟକ୍ତିକୁ ବହୁ ଦୂର ପଛରେ ରଖି ଚାଲି ଆସିବା — To leave a place or person far behind
  • ଦେ. କ୍ରି — କୌଣସି ସ୍ଥାନ ତ୍ୟାଗ କରିବା ସମୟରେ ସେ ସ୍ଥାନକୁ ରକ୍ଷା କରିବା ବା ସେଠାର ତତ୍ତ୍ୱ ନେବା ପାଇଁ କୌଣସି ବ୍ୟକ୍ତିକୁ ରଖି ଆସିବା — To leave a person at a place to look after the affairs there