ପଛ ମଙ୍ଗ Pachha maṅga

  • ଦେ. ବି — ଡଙ୍ଗାର ପଛଭାଗର ତ୍ରିକୋଣାକାର ମୁଣ୍ଡ — The triangular head of a boat on the hind side
  • ଦେ. ବି — [ଦ୍ର—ଏହା ଉପରେ ପଟା ପଡ଼ିଥାଏ। ଏହାର ମୁଣ୍ଡରେ ମଙ୍ଗଧରା ବା ସୁକାନି ଲାଗିଥାଏ ଏବଂ ମଙ୍ଗଧରା ବ୍ୟକ୍ତି ଏହିଠାରେ ବସେ।]