ପଛ ଧରିବା Pachha dharibā

  • ଦେ. କ୍ରି — କୌଣସି ବ୍ୟକ୍ତିର ପଛରେ ଯିବା; ଅନୁସରଣ କରିବା — To follow a person; to walk behind a person
  • ଦେ. କ୍ରି — କୈଣସି ବ୍ୟକ୍ତିଙ୍କ ନିକଟରେ ଫଳପ୍ରାପ୍ତି ବା ଆଶ୍ରୟାର୍ଥ ଅନୁସରଣ କରିବା — To follow a person for help; to attend upon a person for help
  • ଦେ. କ୍ରି — ପଛରେ ଲାଗିବା (ଦେଖ) — Pachhare lāgibā (See)
  • ଦେ. କ୍ରି — କୌଣସି କାର୍ଯ୍ୟ ପାଇଁ ବାରମ୍ବାର କୌଣସି ବ୍ୟକ୍ତିକୁ ଜିଗର କରିବା — To insist on a person doing anything